ହରାମଜାଦା Harām jādā

  • ବୈଦେ. ବିଣ (ପୁଂ)—(ଆ. ହାରାମ୍+ଜାଦା=ଉତ୍ପନ୍ନ) — ବ୍ୟଭିଚାରରୁ ଉତ୍ପନ୍ନ — Born of adultery
  • ବୈଦେ. ବିଣ (ପୁଂ)—(ଆ. ହାରାମ୍+ଜାଦା=ଉତ୍ପନ୍ନ) — (ଗାଳି) ପାଜି; ଦୁଷ୍ଟ — Wicked; vile
  • ବୈଦେ. ବିଣ (ପୁଂ)—(ଆ. ହାରାମ୍+ଜାଦା=ଉତ୍ପନ୍ନ) — ବର୍ଣ୍ଣସଙ୍କର — Hybrid