ହରସ୍ତାପ୍ Harastāp

  • ଦେ. ଅ — ବରାବର; ମୂଳରୁ — From the beginning
  • ଦେ. ଅ — କଦାପି; ଆଦୌ; ଜମାରୁ — At all; ever
  • ଦେ. ଅ — (ଉ—ସେ ଏ କାମ କରିବାରୁ ହରସ୍ତାପ୍ ମନା କଲା।)