ହରନ୍ତା Harantā

  • ଗ୍ରା. ବି (ସଂ. ହରଣ) — ବଧ; ନିଧନ — Killing
  • ଗ୍ରା. ବି (ସଂ. ହରଣ) — (ଉ— ମଲ୍ଲଯୁଦ୍ଧର ଯେ ବ୍ଯବସ୍ଥା, ଚାଣୁର ମୁଷ୍ଟିକ ହରନ୍ତା— ଜଗନ୍ନାଥ, ଭାଗବତ।)
  • ବିଣ — ହରଣକାରୀ — Stealing