ହରନୀ Haranī

  • ପ୍ରାଦେ (ସମ୍ବଲପୁର) ବି — ଗ୍ରୀଷ୍ମଋତୁରେ ନଦୀରେ କୌଣସି ଡଙ୍ଗା ଯିବାକୁ ପାଣି ଯଥେଷ୍ଟ ନ ଥିଲେ ନଦୀ ଗର୍ଭରେ ଖୋଳାଯିବା ସୁଗଭୀର ନାଳୀ — A deep channel dug in the bed of shallow rivers for passage of country boats when they dry up in summer