ହରଧନୁର୍ଭଙ୍ଗ Haradhanurbhaṅga

  • ସଂ. ବି ( 6 ଷ୍ଠୀ ତତ୍) — ସୀତାଙ୍କୁ ବିବାହ ଦେବାପାଇଁ ଜନକଙ୍କଦ୍ୱାରା ପଣରୂପେ ସ୍ଥାପିତ ହରଙ୍କର ଧନୁକୁ ରାମଚନ୍ଦ୍ରଙ୍କର ଭାଙ୍ଗିବାରୂପ କର୍ମ — The act of breaking bow of Ṡiba by Rāmachandra before King Janaka who bestowed Sītā's hand on Rāma