ହରଦାସ Haradās

  • ଦେ. ବି (ନାମ) — ଜଣେ ଓଡ଼ିଆ କବିଙ୍କ ନାମ — Name of an Oriya poet
  • ଦେ. ବି (ନାମ) — [ଦ୍ର—ଏ କବି ଜଣେ ବୈଷ୍ଣବ ଥିଲେ; ହରଦାସ ମାଳିକା ଏହାଙ୍କ ଦ୍ୱାରା ରଚିତ—ତାରିଣୀ ଚରଣ, ଉତ୍କଳ ସାହିତ୍ୟର ଇତିହାସ।]