ହରତା କରତା Haratā karatā

  • ଦେ. ବି — ହର୍ତ୍ତାକର୍ତ୍ତା ଦୈବ ବିଧାତା; ସର୍ବମୟ କର୍ତ୍ତା — All; powerful master; over lord; a person who is all in all in any matter
  • ଦେ. ବି — ସ୍ୱୟଂ ପରମେଶ୍ୱର — God. Himself
  • ଦେ. ବି — [ଉ—ତିନି ଲୋକ ହରତା କରିତାଟି ତୁମ୍ଭେ—କୃଷ୍ଣସିଂହ, ମହାଭାରତ—ଆଦି]