ହରଣ ବାଡ଼ି Haraṇa bāṟḍ̠i
- ଦେ. ବି (ନାମ)—(ଫା. ହେରାନ୍ ଓ ବଂ ବାଡ଼=ଘର; ଯେଉଁଘରେ ଅପରାଧୀଙ୍କୁ ହଇରାଣ କରାଯାଏ।) — କଲିକତାର ଉପକଣ୍ଠ ଆଲିପୁରରେ ଥିବା ବଡ଼ ଜେଲ୍ଖାନା — Name of the Alipore j̄ail in the outskirts of Calcutta
- ଦେ. ବି (ନାମ)—(ଫା. ହେରାନ୍ ଓ ବଂ ବାଡ଼=ଘର; ଯେଉଁଘରେ ଅପରାଧୀଙ୍କୁ ହଇରାଣ କରାଯାଏ।) — ଜେଲ୍ ଖାନା; କଇଦୀଖାନା; କାରାଗୃହ — Jail; house of correction