ହରଣ ପୂରଣ କରିବା Haraṇa pūraṇa karibā

  • ଦେ. କ୍ରି (ସହଚର) — ଏକ ସ୍ଥାନରୁ ନେଇ (ହରଣ କରି) ଅନ୍ଯ ସ୍ଥାନରେ ଦେଇ (ପୂରଣ କରି) କାର୍ଯ୍ୟ ଚଳାଇ ନେବା; ଏକ ବ୍ଯୟକୁ କମାଇ (ହରଣ କରି) ଅନ୍ଯ ବ୍ଯୟକୁ ବଢ଼ାଇ (ପୂରଣ କରି) କାମ ଚଳାଇବା — To make both ends meet by taking away things here and adding things there
  • ଦେ. କ୍ରି (ସହଚର) — ଯେଉଁଠାରେ କୌଣସି ବସ୍ତୁର ଲୋଡ଼ା ନାହିଁ ସେଠାରୁ ତାହାକୁ ନେଇ ଯେଉଁଠାରେ ସେ ବସ୍ତୁ ଲୋଡ଼ା ପଡ଼େ ସେଠାରେ ଦେବା — To remove redundant things from a place and add them at places Where indispensable
  • ଦେ. କ୍ରି (ସହଚର) — (ଦ୍ର—ମନେକରନ୍ତୁ, 4 ଜଣ ବିଦେଶକୁ ସାଙ୍ଗ ହୋଇ ଯାଇଥାଇଁ। କାହାଠାରେ କେବଳ ଜଳଖିଆ ସାମଗ୍ରୀ ଅଛି, କାହାଠାରେ କେବଳ ରୁଷେଇ ସାମଗ୍ରୀ ଅଛି, କାହାଠାରେ କିଛି ନାହିଁ; ଏପରି ଅବସ୍ଥାରେ 'ହରଣ ପୂରଣ କରି' କାମ ଚଳାଇ ଦେଲେ ବିଦେଶରେ କେହି କଷ୍ଟ ପାଇବେ ନାହିଁ।) — (ଦ୍ର—ମନେକରନ୍ତୁ,4ଜଣ ବିଦେଶକୁ ସାଙ୍ଗ ହୋଇ ଯାଇଥାଇଁ କାହାଠାରେ କେବଳ ଜଳଖିଆ ସାମଗ୍ରୀ ଅଛି, କାହାଠାରେ କେବଳ ରୁଷେଇ ସାମଗ୍ରୀ ଅଛି, କାହାଠାରେ କିଛି ନାହିଁ; ଏପରି ଅବସ୍ଥାରେ 'ହରଣ ପୂରଣ କରି' କାମ ଚଳାଇ ଦେଲେ ବିଦେଶରେ କେହି କଷ୍ଟ ପାଇବେ ନାହିଁ)