ହରଣ ଚାଳି Haraṇa chāḻi

  • ଦେ. ବି (ସଂ ହରଣ ଓ ଚଳନ) — କୌଣସି ବସ୍ତୁକୁ ଅପହରଣ କରି ଘେନି ଚାଲିଯିବା — The act of going away from a place after stealing a thing
  • ଦେ. ବି (ସଂ ହରଣ ଓ ଚଳନ) — ଅପହରଣ — Stealing
  • ଦେ. ବି (ସଂ ହରଣ ଓ ଚଳନ) — [ଦ୍ର—ଅପହାରକ ବ୍ଯକ୍ତିଙ୍କର ଅପହୃତ ବସ୍ତୁକୁ ସ୍ଥାନାନ୍ତରକୁ ନେବାର ଭାବ ଏହି ଶବ୍ଦଦ୍ୱାରା ଦ୍ୟୋତିତ ହୁଏ।]