ହରଣ କରିବା Haraṇa karibā
- ଦେ. କ୍ରି — ହରିବା; ଚୋରି କରିବା — To steal
- ଦେ. କ୍ରି — କୌଣସି ରାଶିକୁ ଅନ୍ଯ ରାଶି ଦ୍ୱାରା ଭାଗ କରିବା — To divide
- ଦେ. କ୍ରି — ନିଷିଦ୍ଧା ସ୍ତ୍ରୀ ଆଦିଙ୍କ ସହ ସଙ୍ଗମ କରିବା — To cohabit with prohibited relations; to commit incest
- ଦେ. କ୍ରି — ଜବରଦସ୍ତି ନେଇଯିବା — To carry away by force
- ଦେ. କ୍ରି — ପର ସ୍ତ୍ରୀ ଆଦିଙ୍କୁ ବଳପୂର୍ବକ ନେଇଯିବା — To kidnap
- ଦେ. କ୍ରି — ଜବରଦସ୍ତି ସ୍ତ୍ରୀ ସଙ୍ଗମ କରିବା — To commit rape