ହରକୁମାର Harakumāra

  • ସଂ. ବି. ପୁଂ — କାର୍ତ୍ତିକେୟ [ 6 ଷ୍ଠୀ ତତ୍] — କାର୍ତ୍ତିକେୟ [6ଷ୍ଠୀ ତତ୍]—. God Kārttikeya
  • ସଂ. ବି. ପୁଂ — ମହାଦେବଙ୍କ ପୁତ୍ର — Son of Ṡiva
  • ଦେ. ବି. ପୁଂ. — ଲୋକଙ୍କ ନାମ — A name given to males