ହରକୁମାର ଠାକୁର Harakumāra ṭhākura
- ଦେ. ବି. [ନାମ] — କଲିକତାର ପ୍ରସିଦ୍ଧ ଜମିଦାର ସ୍ୱର୍ଗୀୟ ପ୍ରସନ୍ନକୁମାର ଠାକୁରଙ୍କର ବଡ଼ ଭାଇ ଓ ଗୋପୀମୋହନ ଠାକୁରଙ୍କର ପଞ୍ଚମପୁତ୍ର [ସ୍ୱର୍ଗତ] — Name of a late Sanskrit scholar and devout Hindu Zamindar of Calcutta
- ଦେ. ବି. [ନାମ] — [ଦ୍ର— ଏହାଙ୍କର ସଂସ୍କୃତରେ ପ୍ରଗାଢ଼ ପାଣ୍ଡିତ୍ୟ ଥିଲା। ଏ ଦେବାର୍ଚ୍ଚନା ଓ ସଂସ୍କୃତଚର୍ଚାରେ ସର୍ବଦା ବ୍ୟାପୃତ ଥିଲେ ଓ ହିନ୍ଦୁ ସଙ୍ଗୀତରେ ଏହାଙ୍କର ବିଶେଷ ବ୍ୟୁତ୍ପତ୍ତି ଥିଲା। ଏ ଗୁଡ଼ିକ ଧର୍ମଗ୍ରନ୍ଥ ରଚନା କରିଥିଲେ। ମହାରାଜ ଯତୀନ୍ଦ୍ରମୋହନ ଓ ରାଜା ସୌରୀନ୍ଦ୍ରମୋହନ ଠାକୁର ଏହାଙ୍କର ପୁତ୍ର। ଏହାଙ୍କର ମୃତ୍ୟୁ ଖ୍ରୀ: 1858 ]। — [ଦ୍ର— ଏହାଙ୍କର ସଂସ୍କୃତରେ ପ୍ରଗାଢ଼ ପାଣ୍ଡିତ୍ୟ ଥିଲା ଏ ଦେବାର୍ଚ୍ଚନା ଓ ସଂସ୍କୃତଚର୍ଚାରେ ସର୍ବଦା ବ୍ୟାପୃତ ଥିଲେ ଓ ହିନ୍ଦୁ ସଙ୍ଗୀତରେ ଏହାଙ୍କର ବିଶେଷ ବ୍ୟୁତ୍ପତ୍ତି ଥିଲା ଏ ଗୁଡ଼ିକ ଧର୍ମଗ୍ରନ୍ଥ ରଚନା କରିଥିଲେ ମହାରାଜ ଯତୀନ୍ଦ୍ରମୋହନ ଓ ରାଜା ସୌରୀନ୍ଦ୍ରମୋହନ ଠାକୁର ଏହାଙ୍କର ପୁତ୍ର ଏହାଙ୍କର ମୃତ୍ୟୁ ଖ୍ରୀ:1858]