ହର ଶେଖରା Hara ṡekharā

  • ସଂ. ବି. ସ୍ତ୍ରୀ (ହର=ଶିବ+ଶେଖର=ଚୂଡ଼ା+ଆ; ଶିବଙ୍କ ମସ୍ତକରେ ଏହା ବହୁଥିବାରୁ] — ଗଙ୍ଗାନଦୀ [ହି, ଶ] — The river Ganges