ହର ପ୍ରସାଦ Hara prasāda

  • ସଂ. ବି ( 6 ଷ୍ଠୀ ତତ୍) — ମହାଦେବଙ୍କ ଅନୁଗ୍ରହ — The grace of God Ṡiba
  • ସଂ. ବି ( 6 ଷ୍ଠୀ ତତ୍) — ଶିବଙ୍କୁ ନିବେଦିତ ଖାଦ୍ୟ ଦ୍ରବ୍ୟ — Food offered to God Ṡiba
  • ଦେ. ବି. ପୁଂ — ଲୋକଙ୍କ ନାମ — A name given to males