ହଯବରଳ Haj̄baraḻa

  • ଦେ. ବି — ବିପର୍ଯ୍ୟସ୍ତ; ଅବ୍ଯବସ୍ଥିତ — Unsettled; mismanaged
  • ଦେ. ବି — ଅନିୟମିତ; ନିୟମହୀନ — Unregulaṭed; irregular
  • ଦେ. ବି — ଗୋଳମାଳିଆ — Confused
  • ଦେ. ବି — [ଉ—ପିଲାଟା ବହି ଗୁଡ଼ାକ ହଯବରଳ କରି ପକେଇ ଦେଇ କୋଉ ଆଡ଼େ ବୁଲୁଛି।]