ହମ୍ରାଇ, ହାମ୍ରାଇ Ha(ā)m-rāi
- ଦେ. ବି (ଫା. ହାମରାହ୍) (କଚିରିଆ) — ହାମରାଇ (ଦେଖ) — Ham-rāi (See)
- ଦେ. ବି (ଫା. ହାମରାହ୍) (କଚିରିଆ) — ରାଜା ଆଦିଙ୍କ ଗହଣ — Retinue (of a king)
- ବୈଦେ. କ୍ରି. ବିଣ — (ଅମୁକ ଲୋକଙ୍କ) ଜରିଆରେ — Through; per
- ବୈଦେ. କ୍ରି. ବିଣ — (ଅମୁକର) ସଙ୍ଗେ — With; in the company of
- ବୈଦେ. କ୍ରି. ବିଣ — (ଅମୁକର) ଜିମ୍ମାଦାରିରେ — In the custody of; under the guard of
- ବୈଦେ. କ୍ରି. ବିଣ — [ଦ୍ର—ଦୁଇ ଜଣ ଚୌକିଦାର ହମ୍ରାଏ ଲାସ ମାଇନା ସକାଶେ କଟକ ଚାଲାଣ ଦିଆଗଲା। ଫକୀରମୋହନ, ଛମାଣ ଆଠଗୁଣ୍ଠ।]