ହମ୍ବା ରଡ଼ି Hambā raṟḍ̠i

  • ଦେ. ବି (ସଂ. ହମ୍ଭାରବ) — ହମ୍ବା ରାବ — Lowing of Kine
  • ଦେ. ବି (ସଂ. ହମ୍ଭାରବ) — (ଉ—ଧୁଳି ଉଡାଇଣ ଦାଣ୍ଡେ କରି ହମ୍ବାରଡ଼ି, ଆସୁଛନ୍ତି ଗୋରୁପଲ ଗୋଠରୁ ବାହୁଡ଼ି—ମଧୁସୂଦନ)