ହମ୍ଫ୍ରି ଡେଭିସ୍ Hamphri ḍebhis
- ବୈଦେ. ବି (ନାମ) — ଇଂଲଣ୍ଡର ଜନୈକ ସ୍ୱର୍ଗତ ପ୍ରସିଦ୍ଧ ବୈଜ୍ଞାନିକ — The late famous English scientist Sir Humphrey Davis
- ବୈଦେ. ବି (ନାମ) — [ଦ୍ର—ଏ ଅନେକଗୁଡ଼ିଏ ବୈଜ୍ଞାନିକ ଯନ୍ତ୍ର ଆବିଷ୍କାର କରିଥିଲେ ଓ କୋଇଲାଖଣି ମଧ୍ୟରୁ ଉଠୁଥିବା ବାଷ୍ପ ଲାଗିଲେ ଜଳି ନ ଉଠିବା ଭଳି ତାରଦିଆ ଲଣ୍ଠନ ଆବିଷ୍କାର କରିଥିଲେ।]