ହମ୍କାଲି Ham-kāli
- ଦେ. ବିଣ. (ଆ. ହାମ୍କାଲେବ୍) [କଚିରିଆ] — ହାମକାଲି (ଦେଖ) — Hāmakāli (See)
- ଦେ. ବିଣ. (ଆ. ହାମ୍କାଲେବ୍) [କଚିରିଆ] — ଏକତ୍ର ବିଚାର ହେବା [ମକଦ୍ଦମା]; ଯେଉଁ ମକଦ୍ଦମାମାନଙ୍କରେ ବିଚାର୍ଯ୍ୟ ବିଷୟ ଏକ ହୋଇଥାଏ — Analogous (suits); (suits) in which the subject matters are similar