ହମିର ଦେଓ Hamir Deo
- ଦେ. ବି — ଚୌହାନ ବଂଶର ପାଟଣା ଶାଖା ରାଜ ବଂଶର ଆଦି ପୁରୁଷ — Name of the progenetor of the royal Chouhan family of the Patna State
- ଦେ. ବି — [ଦ୍ର—ଏହାଙ୍କ ପୁତ୍ର ରମାଇଦେଓ ପାଟଣାରେ ଚୌହାନ ବଂଶ ସ୍ଥାପନ କଲେ। ହମିରଦେଓ ଖଡ଼ିଆଳ ରାଜ୍ୟ ସ୍ଥାପନ କରିଥିଲେ (ତ୍ରିଲୋଚନ ପଟ୍ଟନାୟକ)]