ହମିଙ୍ଗ୍ ବାଡ଼୍, ହମିଙ୍ଗ୍ ବାର୍ଡ଼ Hamiṅgbāṟḍ̠(rṟḍ̠)
- ବୈଦେ. ବି (ଇଂ) — ଆମେରିକାର ଏକପ୍ରକାର ପକ୍ଷୀ — Humming bird; Chrysolampis Moschitus
- ବୈଦେ. ବି (ଇଂ) — [ଦ୍ର—ଏମାନଙ୍କ ଦେହର ରଙ୍ଗ ଅତି ବିଚିତ୍ର। ଏମାନଙ୍କର ଥଣ୍ଟ ମୁନିଆ। ଏମାନେ ଫୁଲ ଉପରେ ଗୁଣୁ ଗୁଣୁ ସ୍ୱର କରି ଅସ୍ଥିର ଭାବରେ ଉଡ଼ି ଫୁଲରୁ ସରୁଆ ଥଣ୍ଟ ଦ୍ୱାରା ମକରନ୍ଦ ଶୋଷନ୍ତି ଓ ଫୁଲରୁ ପୋକ ଯାକ ଖାଆନ୍ତି।]