ହମାନ୍ଦସ୍ତା, ହମାମ୍ଦସ୍ତା, ହମାନ୍ଦିସ୍ତା, ହମାମ୍ଦିସ୍ତା Hamān(m)-da(i)stā
- ଦେ. ବି. [ଫା. ହାୱନ୍ଦସ୍ତାହ୍] — ଶୁଷ୍କ— ଦ୍ରବ୍ୟକୁ ଛେଚି ଗୁଣ୍ଡ କରିବା ପାଇ ଲୁହାର ଉଦୁଖଳ ଭାଣ୍ଡ ଓ ମୁଷଳ — Iron pestle and mortar
- ଦେ. ବି. [ଫା. ହାୱନ୍ଦସ୍ତାହ୍] — [ଦ୍ର—କେହି କେହି ଭାଣ୍ଡକୁ 'ହମାନ୍ଦିସ୍ତା' ଓ ମୁଷଳକୁ 'ପୁଆ' କହନ୍ତି।]