ହମହମିଆ Hamahamiā
- ଦେ. ବିଣ. ପୁଂ. — ଯେ ଅତ୍ୟନ୍ତ ଉତ୍କଣ୍ଠା ପ୍ରକାଶ କରେ — Expressing too much eagerness
- ଦେ. ବିଣ. ପୁଂ. — ଲାଳାୟିତ — Hankering; yearning
- ଦେ. ବିଣ. ପୁଂ. — କାମପ୍ରବୃତ୍ତ ଚରିତାର୍ଥ କରିବା ପାଇଁ ବ୍ୟଗ୍ରତା ପ୍ରକାଶ କରିବା (ବ୍ଯକ୍ତି) — Showing signs of eagerness or yearning for the satisfaction of one's lust