ହବ Haba

  • ସଂ. ବି (ହୁ ଧାତୁ=ହୋମ କରିବା+ଭାବ. ଅ) — ହୋମ — Oblations of ghee unto fire
  • ସଂ. ବି (ହୁ ଧାତୁ=ହୋମ କରିବା+ଭାବ. ଅ) — ଯଜ୍ଞ — Vedic sacrifice
  • ସଂ. ବି (ହୁ ଧାତୁ=ହୋମ କରିବା+ଭାବ. ଅ) — (+ଅଧିକରଣ ଅ) ଅଗ୍ନି (ହି. ଶ) — Fire
  • ସଂ. ବି (ହୁ ଧାତୁ=ହୋମ କରିବା+ଭାବ. ଅ) — (ହେ ଧାତୁ=ଆହ୍ୱାନ କରିବା+ଭାବ. ଅ) ଆଜ୍ଞା — Order
  • ସଂ. ବି (ହୁ ଧାତୁ=ହୋମ କରିବା+ଭାବ. ଅ) — ଆହ୍ୱାନ — Call
  • ଗ୍ରା. କ୍ରି — [ସଂ. ଭୂ ଧାତୁ ଏବଂ ଓଡ଼ିଆ ହେବା ବା ଗ୍ରାମ୍ୟ ହବା ଧାତୁର ଭବିଷ୍ୟତ ତୃତୀୟ ପୁରୁଷ 1 ବଚନ —(ସେ ବା ତାହା) ଓ ମଧ୍ୟମ ପୁରୁଷ କର୍ତ୍ତାର କ୍ରିୟାର ରୂପ।] ହେବ — [ସଂ. ଭୂ ଧାତୁ ଏବଂ ଓଡ଼ିଆ ହେବା ବା ଗ୍ରାମ୍ୟ ହବା ଧାତୁର ଭବିଷ୍ୟତ ତୃତୀୟ ପୁରୁଷ1ବଚନ —(ସେ ବା ତାହା) ଓ ମଧ୍ୟମ ପୁରୁଷ କର୍ତ୍ତାର କ୍ରିୟାର ରୂପ] ହେବ— (It, he, she, you) Will be