ହବ୍ୟ ବାହ Habya bāha

  • ସଂ ବି [ବହୁବ୍ରୀହି; ହବ୍ୟ=ଘୃତ ଅଟେ ବାହ ଯାହାର] — ଅଗ୍ନୀ — Fire
  • ସଂ ବି [ବହୁବ୍ରୀହି; ହବ୍ୟ=ଘୃତ ଅଟେ ବାହ ଯାହାର] — [ଉ— ଶୁଣି ହବ୍ଯବାହ ଦେବ ନିଜ ଦିବ୍ୟ ତେଜ ସମ୍ବରିଣ ଦରହାସ୍ୟେ କହିଲେ ପୌରବେ— ରାଧାନାଥ, ମହାଯାତ୍ରା।]