ହବ୍ୟ କବ୍ୟ Habya kabya
- ସଂ. ବି. (ଦ୍ୱନ୍ଦ) — ହୋମପାଇଁ ପ୍ରୟୋଜନୀୟ ଦ୍ରବ୍ୟ ଓ ପିତୃ ଶ୍ରାଦ୍ଧପାଇଁ ପ୍ରୟୋଜନୀୟ ଦ୍ରବ୍ୟ — Articles required for being offered to the gods through fire and those required to be offered to the deceased ancestors in shrāddha
- ସଂ. ବି. (ଦ୍ୱନ୍ଦ) — ଯଜ୍ଞୀୟ ଘୃତ — Ghee required for Homa