ହବ୍କା ଦେବା Hab-ka debā

  • ପ୍ରାଦେ. (ବାଲେଶ୍ୱର) କ୍ରି — ହଠାତ୍ ଗୁଡ଼ିର ଅନେକ ଗୁଡ଼ିଏ ସୂତା ଏକ ସାଙ୍ଗରେ ଛାଡ଼ିଦେବା — 1. To release large lengths of thread of a paper kite at once
  • ପ୍ରାଦେ. (ବାଲେଶ୍ୱର) କ୍ରି — ତରଙ୍ଗ ଉଠାଇବା — To create waves on water