ହବିଷ୍ୟ Habishya
- ସଂ. ବି (ହବିସ୍+ଭବାର୍ଥେ ଯ) — ଘୃତାନ୍ନ — Boiled rice mixed with ghee
- ସଂ. ବି (ହବିସ୍+ଭବାର୍ଥେ ଯ) — ହବିଷ୍ୟାନ୍ନ (ଦେଖ) — Habishy ānna (See)
- ସଂ. ବି (ହବିସ୍+ଭବାର୍ଥେ ଯ) — ଆମିଷବର୍ଜିତ ଘୃତ ମିଶ୍ରିତ ଆତପାନ୍ନ — Rice prepared form unboiled paddy and then mixed with ghee, but without meat
- ସଂ. ବି (ହବିସ୍+ଭବାର୍ଥେ ଯ) — ଦେବତାଙ୍କ ଉଦ୍ଦେଶ୍ୟରେ ହୋମାଗ୍ନିରେ ଅର୍ପିତ ଦ୍ରବ୍ୟ (ହି. ଶ) — Anything poured unto the Homa fire
- ସଂ. ବିଣ — ହୋମ କରାଯିବା ଯୋଗ୍ୟ; ହବନୀୟ (ହି. ଶ) — Fit to be poured unto the Homa fire
- ସଂ. ବିଣ — ଯାହାଙ୍କୁ (ଯେଉଁ ଦେବତାଙ୍କୁ) ଆହୁରି ଦିଆଯିବା ଉଚିତ [ହି. ଶ — (a Deity) In whose name ghee is to be poured unto the Homa-fire