ହବିଷିଆଶି Habishiāṡi

  • ଦେ. ବି ଓ ବିଣ.ପୁଂ ଓ ସ୍ତ୍ରୀ (ସଂ. ହବିଷ୍ୟାଶୀ) — ଯେଉଁ ବ୍ଯକ୍ତିମାନେ ହବିଷ୍ୟାନ୍ନ ଭୋଜନରୂପ ବ୍ରତ ପାଳନ କରନ୍ତି — Persons observing the Habishya vow