ହବିର୍ମନ୍ଥ Habirmantha

  • ସଂ. ବି [ହବିସ୍+ମନ୍ଥ ଧାତୁ+କର୍ମ.ଅ] — ଅଗବଥୁ ଗଛ; ଅଗ୍ନିମନ୍ଥ ବୃକ୍ଷ — Premna Integrifolia (tree)
  • ସଂ. ବି [ହବିସ୍+ମନ୍ଥ ଧାତୁ+କର୍ମ.ଅ] — [ଦ୍ର—ଏହାର କାଠକୁ ମନ୍ଥନ କରାଯାଇ ଏଥିରୁ ଯଜ୍ଞାର୍ଥ ଅଗ୍ନିଜାତ କରାଯାଉଥିବାରୁ ଏହାର ଏପରି ନାମ ହୋଇଅଛି।]