ହବିର୍ଭୂ Habirbhū

  • ସଂ. ବି [ହବିସ୍+ଭୂ] — ହୋମଭୂମି [ହି. ଶ] — The ground over which Homa is performed
  • ସଂ. ବି [ହବିସ୍+ଭୂ] — [ନାମ] କର୍ଦ୍ଦମଋଷିଙ୍କ କନ୍ଯା ଓ ପୁଲସ୍ତ୍ୟମୁନିଙ୍କ ସ୍ତ୍ରୀ [ହି. ଶ] — Name of the wife of sage Pulastya