ହବିର୍ଭୁକ୍ Habirbhuk

  • ସଂ. ବି. ପୁଂ [ହବିସ୍+ଭୁଜ୍. ଧାତୁ+କର୍ତ୍ତୃ. କ୍ୱିପ୍; ହବିର୍ଭୁଜ୍ ଶବ୍ଦ; 1 ମା. 1 ବ] — ଦେବତା — Deity
  • ସଂ. ବି. ପୁଂ [ହବିସ୍+ଭୁଜ୍. ଧାତୁ+କର୍ତ୍ତୃ. କ୍ୱିପ୍; ହବିର୍ଭୁଜ୍ ଶବ୍ଦ; 1 ମା. 1 ବ] — ଅଗ୍ନି — Fire