ହବିର୍ଭାଗ Habirbhāga

  • ସଂ. ବି ( 6 ଷ୍ଠୀ ତତ୍; ହବିସ୍+ଭାଗ) — ନିର୍ଦ୍ଦିଷ୍ଟ ଦେବତାଙ୍କ ନାମ ଧରି ହୋମାଗ୍ନିରେ ଆହୁତି ଦିଆଯିବା ଘୃତର ଅଂଶ — A portion of ghee offered in to the fire by uttering the name of a particular Deity