ହବା କଥା ନୁହେଁ Habā kathā nubeñ
- ଗ୍ରା. ବାକ୍ୟ — ଅତି ଆଶ୍ଚର୍ଯ୍ୟଜନକ ଘଟନା ଦେଖାଗଲା ବା ଶୁଣାଗଲା, ଆଉ ଏ ସଂସାରରେ ରହିବା କଥା ହେବନାହିଁ — Interjectional sentence used in giving vent to astonishment or displeasure
- ଗ୍ରା. ବାକ୍ୟ — [ଦ୍ର—କୌଣସି ଘଟନା ଦେଖି ଆଶ୍ଚର୍ଯ୍ୟାନ୍ୱିତ ବା ବିରକ୍ତ ହେବା ବ୍ଯକ୍ତିଙ୍କ ବ୍ଯବହୃତ ବଚନ ଅଟେ]
- ଗ୍ରା. ବି — ହେବା; ଘଟା — Being; happening