ହବନୀୟ Habanīya

  • ସଂ. ବିଣ (ହୁ ଧାତୁ+କର୍ମ ଅନୀୟ) — ହୋମରେ ଅବଶ୍ୟକ — Required for Homa
  • ସଂ. ବିଣ (ହୁ ଧାତୁ+କର୍ମ ଅନୀୟ) — ହୋମ କରିବାର ଯୋଗ୍ୟ — Fit to be offered in Homa
  • ବି—(+କରଣ ଅନୀୟ) — ହୋମୀୟ ଦ୍ରବ୍ୟ — Materials required for Homa