ହପ୍ରମ୍ କଥା Hapram kathā

  • ଦେ. ବି — ପାଦ୍ରୀ ବଡ୍ଡ଼ିଙ୍ଗ ସାହେବଙ୍କ ସଙ୍କଳିତ ସାନ୍ତାଳ ମାନଙ୍କ ରୀତି, ନୀତି, ପ୍ରବାଦ ଆଦି ବର୍ଣ୍ଣିତ ହୋଇଥିବା ଖଣ୍ଡିଏ ଇଂରାଜି ଗ୍ରନ୍ଥ — The title of a work embodying the traditions, institutions and usages of the Santals compiled by a Santalee scholar, Revd Bodding of Maulpahari-(Mayurbhanj Chronicle-July 1937)