ହପ୍ତା ରପୋଟ, ହପ୍ତା ରିପୋଟ Haptā ra(re)pāṭ
- ବେଦେ. ଦ (ଆ. ହଫ୍ତ ଓ ଇଂ. ରିପୋର୍ଟ୍) — ପ୍ରତି ସପ୍ତାହରେ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବା ବିବରଣ ପତ୍ର — Weekly report
- ବେଦେ. ଦ (ଆ. ହଫ୍ତ ଓ ଇଂ. ରିପୋର୍ଟ୍) — (ଦ୍ର—ଚଉକିଦାରମାନେ ଥାନାପାଳି ଦିନ ନିଜର ଇଲାକା ମଧ୍ୟରେ ଘଟିଥିବା ଜନ୍ମ ମୃତ୍ୟୁ ଆଦିର ହପ୍ତା ରିପୋଟ ଥାନାରେ ଦିଅନ୍ତି।