ହନ୍ତକାରୀ Hantakārī

  • ଦେ. ବିଣ (ସଂ. ହନ୍ତା) — ହନ୍ତକ (ଦେଖ) — Hantaka (See)
  • ଦେ. ବିଣ (ସଂ. ହନ୍ତା) — [ଉ—ଦୁର୍ଯ୍ୟୋଧନ ସଭାରେ ଦୌପଦୀଙ୍କି ଊରୁ, ଦେଖାଇବାର ବେଳେ ଭୀମ ହନ୍ତାକାରୁ—କୃଷ୍ଣସିଂହ, ମହାଭାରତ, ବନ।]
  • ଦେ. ବିଣ (ସଂ. ହନ୍ତା) — ସର୍ବପ୍ରଧାନ; ଶ୍ରେଷ୍ଠ — Best; most eminent
  • ଦେ. ବିଣ (ସଂ. ହନ୍ତା) — [ଉ—କରି ବିଶ୍ୱାମିତ୍ରଙ୍କୁ କାର୍ତ୍ତିକେୟ ଗୁରୁ, ହେଲେ ସବୁ ବଳିମାନଙ୍କେ ହନ୍ତକାରୁ—କୃଷ୍ଣସିଂହ, ମହାଭାରତ, ବନ।]
  • ଦେ. ବିଣ (ସଂ. ହନ୍ତା) — ବଳିଷ୍ଠ — Strongest
  • ଦେ. ବିଣ (ସଂ. ହନ୍ତା) — [ଉ—ଯେତେ ଥିଲେ ବାନରେ ହନ୍ତକରୁ—କୃଷ୍ଣସିଂହ, ମହାଭାରତ, ବନ।]