ହନ୍ତ ସନ୍ତ Hanta santa

  • ଦେ. ବିଣ (ସଂ. ହନ୍ତ+ସନ୍ତପ୍ତ; ହନଧାତୁ=ହିଂସା କରିବା, ତୁଳନା କର—ଶକୁନ୍ତଳାନାଟକରେ ବୟଂ ତତ୍ତ୍ୱ— ନ୍ୱେଷାତ୍ ହତଃ=ତତ୍ତ୍ୱାନ୍ୱେଷଣ କରି କରି ଆମେ ମୁରୁଛୁଁ ବା ଦହଗଞ୍ଜ ହେଉଅଛୁଁ।) — ପ୍ରପୀଡ଼ିତ — Harassed; oppressed; persecuted
  • ଦେ. ବିଣ (ସଂ. ହନ୍ତ+ସନ୍ତପ୍ତ; ହନଧାତୁ=ହିଂସା କରିବା, ତୁଳନା କର—ଶକୁନ୍ତଳାନାଟକରେ ବୟଂ ତତ୍ତ୍ୱ— ନ୍ୱେଷାତ୍ ହତଃ=ତତ୍ତ୍ୱାନ୍ୱେଷଣ କରି କରି ଆମେ ମୁରୁଛୁଁ ବା ଦହଗଞ୍ଜ ହେଉଅଛୁଁ।) — ଦହଗଞ୍ଜ; ବ୍ୟତିବ୍ୟସ୍ତ; କଷ୍ଟପ୍ରାପ୍ତ — Troubled suffering great hardship