ହନ୍ ବାଲି Han-bāli
- ଦେ. ବି (ଆ. ହନ୍ବଲୀ) — ସୁନ୍ନୀ ସମ୍ପ୍ରଦାୟଭୁକ୍ତ ମୁସଲମାନଙ୍କର 4 ଟି ଶାଖା ମଧ୍ୟରୁ ଏକତମ — ସୁନ୍ନୀ ସମ୍ପ୍ରଦାୟଭୁକ୍ତ ମୁସଲମାନଙ୍କର4ଟି ଶାଖା ମଧ୍ୟରୁ ଏକତମ— One of the four sects Sunni Mahomedans
- ଦେ. ବି (ଆ. ହନ୍ବଲୀ) — [ଦ୍ର—ଏହି ଶାଖାର ମୁସଲମାନ୍ ମାନେ ହାଦ୍ରାମଣ୍ଟ୍ ଓ ଓମାନ୍ ଅଞ୍ଚଳରେ ବାସ କରନ୍ତି। ଏମାନଙ୍କର ପ୍ରଥମ ପ୍ରବର୍ତ୍ତକ ଇମାମ୍ ଆହାମ୍ମଦ ବିନ୍ ହନ୍ବଲଙ୍କ ନାମରୁ ଏହି ଶାଖାର ନାମ। ଏମାନେ ଭାରତରେ ନାହାନ୍ତି। ସୁନ୍ନୀମାନଙ୍କର ଅନ୍ଯ ଶାଖା 3 ଟିର ନାମ ହନପିଂ, ସାଫେଇ ଓ ମାଲିକୀ।] — [ଦ୍ର—ଏହି ଶାଖାର ମୁସଲମାନ୍ ମାନେ ହାଦ୍ରାମଣ୍ଟ୍ ଓ ଓମାନ୍ ଅଞ୍ଚଳରେ ବାସ କରନ୍ତି ଏମାନଙ୍କର ପ୍ରଥମ ପ୍ରବର୍ତ୍ତକ ଇମାମ୍ ଆହାମ୍ମଦ ବିନ୍ ହନ୍ବଲଙ୍କ ନାମରୁ ଏହି ଶାଖାର ନାମ ଏମାନେ ଭାରତରେ ନାହାନ୍ତି ସୁନ୍ନୀମାନଙ୍କର ଅନ୍ଯ ଶାଖା3ଟିର ନାମ ହନପିଂ, ସାଫେଇ ଓ ମାଲିକୀ]