ହନୁକରଣ Hanukaraṇa

  • ଦେ. ବି (ବ୍ୟଙ୍ଗ୍ୟ, ଆଧୁନିକ ପ୍ରୟୋଗ) — ଅନୁକରଣ — (Ironical) Imitation
  • ଦେ. ବି (ବ୍ୟଙ୍ଗ୍ୟ, ଆଧୁନିକ ପ୍ରୟୋଗ) — [ଦ୍ର—ଯେଉଁମାନେ ହାସ୍ୟାସ୍ପଦ ଭାବରେ ଅନୁକରଣ କରନ୍ତି, ତାଙ୍କ କର୍ମକୁ ବ୍ୟଙ୍ଗୋକ୍ତିରେ ହନୁକରଣ ବୋଲାଯାଏ।]