ହନୁ ମାଙ୍କଡ଼ Hanu maṅkaṟḍ̠a
- ଦେ. ବି — ଏକପ୍ରକାର ମାଙ୍କଡ଼ — The black faced monkey; entellus; hongoor; Semnopithecus Entellus
- ଦେ. ବି — (ମାକଡ଼ ତଳେ ଟୀକା ଦେଖ)
- ଦେ. ବି — [ଦ୍ର—ଏମାନଙ୍କ ମୁହଁ, କରତଳ ଓ ଗୋଡ଼ତଳିପା କଜ୍ଜ୍ୱଳ କଳା। ଏମାନଙ୍କର ଲାଙ୍ଗୁଡ଼ ଦୁଇ ହାତ ପର୍ଯ୍ୟନ୍ତ ଲମ୍ବ; ଏମାନେ ଅଧିକ ସମୟରେ ଗ୍ରାମରେ ଉତ୍ପାତ କରନ୍ତି।]