ହନିଶକ୍ଲ୍ Haniṡakl

  • ବୈଦେ. (ଇଂ) ବି — ଏକ ପ୍ରକାର ବିଲାତି ଫୁଲ — Horey suckle (Lonicera Caprifoliam)
  • ବୈଦେ. (ଇଂ) ବି — [ଦ୍ର—ଏହି ପୁଂଲ ଦେଖିବାକୁ ସୁନ୍ଦର ଓ ସ୍ନିଗ୍ଧ ଗନ୍ଧଯୁକ୍ତ। ଏହାର ଆକାର କାହାଳିପରି ଓ ଗୋଟିଏ ଖୋସାଫୁଟି ତହିଁ ମଧ୍ୟରୁ ଗୁଡ଼ିଏ ଫୁଲ ବାହାରେ।]