ହଦ୍ଦା Haddā
- ସଂ. ବି (ଜ୍ୟୋତିଷ) — ମେଷାଦି ଦ୍ୱାଦଶ ଲଗ୍ନମାନଙ୍କର ତ୍ରିଂଶଦଂଶ — (Astrology) The 30th part of every Lagna
- ସଂ. ବି (ଜ୍ୟୋତିଷ) — [ଦ୍ର—ପ୍ରତ୍ୟେକ ରାଶିର ଲଗ୍ନରେ 5 ଟି ଲେଖାଏଁ ଗ୍ରହଙ୍କର ନିର୍ଦ୍ଦିଷ୍ଟ 30 ଟି ଲଗ୍ନ ଅଛି। ମନୁଷ୍ୟମାନଙ୍କର ବର୍ଷ ପ୍ରବେଶକାଳରେ ଶୁଭାଶୁଭ ଗଣନାରେ ଏହାର ପ୍ରୟୋଜନ ହୁଏ — [ଦ୍ର—ପ୍ରତ୍ୟେକ ରାଶିର ଲଗ୍ନରେ5ଟି ଲେଖାଏଁ ଗ୍ରହଙ୍କର ନିର୍ଦ୍ଦିଷ୍ଟ30ଟି ଲଗ୍ନ ଅଛି ମନୁଷ୍ୟମାନଙ୍କର ବର୍ଷ ପ୍ରବେଶକାଳରେ ଶୁଭାଶୁଭ ଗଣନାରେ ଏହାର ପ୍ରୟୋଜନ ହୁଏ
- ସଂ. ବି (ଜ୍ୟୋତିଷ) — ମେଷ ଲଗ୍ନରେ=ବୃହସ୍ପତି 6 +ଶୁକ୍ର 6 +ବୁଧ 8 + ମଙ୍ଗଳ 5 +ଶନି 5=30 ଅଂଶ। — ମେଷ ଲଗ୍ନରେ=ବୃହସ୍ପତି6+ଶୁକ୍ର6+ବୁଧ8+ ମଙ୍ଗଳ5+ଶନି5=30ଅଂଶ
- ସଂ. ବି (ଜ୍ୟୋତିଷ) — ବୃଷ ଲଗ୍ନରେ=ଶୁକ୍ର 8 +ବୁଧ 6 +ବୃହସ୍ପତି 8 + ଶନି 5 +ମଙ୍ଗଳ 3=30 ଅଂଶ। — ବୃଷ ଲଗ୍ନରେ=ଶୁକ୍ର8+ବୁଧ6+ବୃହସ୍ପତି8+ ଶନି5+ମଙ୍ଗଳ3=30ଅଂଶ
- ସଂ. ବି (ଜ୍ୟୋତିଷ) — ମିଥୁନ ଲଗ୍ନରେ=ବୁଧ 6 +ଶୁକ୍ର 6 +ବୃହସ୍ପତି 5 + ମଙ୍ଗଳ 7 +ଶନି 6=30 ଅଂଶ। — ମିଥୁନ ଲଗ୍ନରେ=ବୁଧ6+ଶୁକ୍ର6+ବୃହସ୍ପତି5+ ମଙ୍ଗଳ7+ଶନି6=30ଅଂଶ
- ସଂ. ବି (ଜ୍ୟୋତିଷ) — କର୍କଟ ଲଗ୍ନରେ=ମଙ୍ଗଳ 7 +ଶୁକ୍ର 6 +ବୁଧ 6 + ବୃହସ୍ପତି 7 +ଶନି 4=30 ଅଂଶ। — କର୍କଟ ଲଗ୍ନରେ=ମଙ୍ଗଳ7+ଶୁକ୍ର6+ବୁଧ6+ ବୃହସ୍ପତି7+ଶନି4=30ଅଂଶ
- ସଂ. ବି (ଜ୍ୟୋତିଷ) — ସିଂହ ଲଗ୍ନରେ=ବୃହସ୍ପତି 6 +ଶୁକ୍ର 5 +ଶନି 7 + ବୁଧ 6 +ମଙ୍ଗଳ 6=30 ଅଂଶ। — ସିଂହ ଲଗ୍ନରେ=ବୃହସ୍ପତି6+ଶୁକ୍ର5+ଶନି7+ ବୁଧ6+ମଙ୍ଗଳ6=30ଅଂଶ
- ସଂ. ବି (ଜ୍ୟୋତିଷ) — କନ୍ଯା ଲଗ୍ନରେ=ବୁଧ 7 +ଶୁକ୍ର 10 +ବୃହସ୍ପତି 4 +ମଙ୍ଗଳ 7 +ଶନି 2=30 ଅଂଶ। — କନ୍ଯା ଲଗ୍ନରେ=ବୁଧ7+ଶୁକ୍ର10+ବୃହସ୍ପତି4+ମଙ୍ଗଳ7+ଶନି2=30ଅଂଶ
- ସଂ. ବି (ଜ୍ୟୋତିଷ) — ତୁଳା ଲଗ୍ନ=ଶନି 6 +ବୁଧ 8 +ବୁହସ୍ପତି 7 +ଶୁକ୍ର 7 +ମଙ୍ଗଳ 2=30 ଅଂଶ। — ତୁଳା ଲଗ୍ନ=ଶନି6+ବୁଧ8+ବୁହସ୍ପତି7+ଶୁକ୍ର7+ମଙ୍ଗଳ2=30ଅଂଶ
- ସଂ. ବି (ଜ୍ୟୋତିଷ) — ବୃଶ୍ଚିକ ଲଗ୍ନ=ମଙ୍ଗଳ 7 +ଶୁକ୍ର 4 +ବୁଧ 8 + ବୃହସ୍ପତି 5 +ଶନି 6=30 ଅଂଶ। — ବୃଶ୍ଚିକ ଲଗ୍ନ=ମଙ୍ଗଳ7+ଶୁକ୍ର4+ବୁଧ8+ ବୃହସ୍ପତି5+ଶନି6=30ଅଂଶ
- ସଂ. ବି (ଜ୍ୟୋତିଷ) — ଧନୁର୍ଲଗ୍ନ=ବୃହସ୍ପତି 12 +ଶୁକ୍ର 4 +ବୁଧ 5 + ମଙ୍ଗଳ 5 +ଶନି 4=30 ଅଂଶ। — ଧନୁର୍ଲଗ୍ନ=ବୃହସ୍ପତି12+ଶୁକ୍ର4+ବୁଧ5+ ମଙ୍ଗଳ5+ଶନି4=30ଅଂଶ
- ସଂ. ବି (ଜ୍ୟୋତିଷ) — ମକର ଲଗ୍ନ=ବୁଧ 7 +ବୃହସ୍ପତି 7 +ଶୁକ୍ର 8 +ଶନି 4 +ମଙ୍ଗଳ 4=30 ଅଂଶ। — ମକର ଲଗ୍ନ=ବୁଧ7+ବୃହସ୍ପତି7+ଶୁକ୍ର8+ଶନି4+ମଙ୍ଗଳ4=30ଅଂଶ