ହଦିନୀ Hradinī

  • ସଂ. ବି—(ହ୍ରଦ+ଯୁକ୍ତାର୍ଥ ଇନ୍+ଈ) — ନଦୀ (ଅମର) — River
  • ସଂ. ବି—(ହ୍ରଦ+ଯୁକ୍ତାର୍ଥ ଇନ୍+ଈ) — ବିଦ୍ୟୁତ୍ — Lightning (Apte)