ହତ୍ୟାପରାଧୀ Hatyāparādhī

  • ସଂ. ବିଣ. ଓ ବି. ପୁଂ — ଯେଉଁ ବ୍ଯକ୍ତି ହତ୍ୟା କରିଥିବା ଅପରାଧରେ ଅଭିଯୁକ୍ତ ହୋଇଅଛି — (offender) Accused of murder
  • ସଂ. ବିଣ. ଓ ବି. ପୁଂ — ଯେଉଁ ବ୍ଯକ୍ତି ହତ୍ୟା ଅପରାଧ କରିଅଛି — (an offender) who has commited murder