ହତ୍ରକତ୍ର Hatra katra

  • ଗ୍ରା. କ୍ରି. ବିଣ [ସଂ. ଯତ୍ର ତତ୍ର] — ଯେନତେନ ପ୍ରକାରେ; ଯେକୌଣସିପ୍ରକାରେ — Anyhow
  • ଗ୍ରା. କ୍ରି. ବିଣ [ସଂ. ଯତ୍ର ତତ୍ର] — ଅତିକଷ୍ଟରେ — With much difficulty