ହତୋତ୍ସାହ Hatotsaha
- ସଂ,. ବି. ପୁଂ (ବହୁବ୍ରୀହି; ହତ=ଲୁପ୍ତ ହୋଇଅଛି ଉତ୍ସାହ ଯାହାର) — ଯାହାର ଉତ୍ସାହ ଭାଙ୍ଗିଯାଇଅଛି — One who has his fervour extingusihed
- ସଂ,. ବି. ପୁଂ (ବହୁବ୍ରୀହି; ହତ=ଲୁପ୍ତ ହୋଇଅଛି ଉତ୍ସାହ ଯାହାର) — ନିରୁତ୍ସାହ — One who has lost his eagerness; discouraged
- ବି — କର୍ମଧା—ଉତ୍ସାହର ଲୋପ — Discouraged.ବି
- ବି କର୍ମଧା — ଉତ୍ସାହର ଲୋପ — Discouragement