ହତିଆର ଚାଳିବା Hatyāra chāḻibā

  • ଦେ. କ୍ରି — ଶତ୍ରୁ ବିରୁଦ୍ଧରେ ଯଦ୍ଧକ୍ଷେତ୍ରର ଅସ୍ତ୍ରଶସ୍ତ୍ର ବ୍ଯବହାର କରିବା — To ply a weapon against an enemy
  • ଦେ. କ୍ରି — (ଡ଼ାକ୍ତର) ଚିକିତ୍ସାର୍ଥ ଅସ୍ତ୍ରଚାଳିନ କରିବା — [a doctor] To perform an aperarion on a patient